Advertisment

ଚାଷ ଆରମ୍ଭ, ୨୪ରେ ଫୁଲର ଫସଲ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି .ନଡ୍ଡା ଏବଂ ଅମିତ ଶାହଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ। ୨୪ରେ ଫସଲ ଅମଳ ପାଇଁ ବିଜେପି ଆରମ୍ଭ କରିଦେଲାଣି ଚାଷବାସ। ୨୦୨୪ରେ ବିଜେପି କଭଳି କ୍ଷମତା ଦଖଲ କରିବ ସେନେଇ ରୋଡମ୍ୟାପ ପ୍ରସ୍ତୁତ ପରେ ବର୍ତ୍ତମାନ କାମ ଆରମ୍ଭ ହୋଇଛି। ରାଜ୍ୟରେ ବର୍ତ୍ତମାନ ଯେଉଁ ଭଳି ଭାବେ ଦୁର୍ନୀତି ବଢି ଚାଲିଛି ସିବିଆଇ ଏବଂ ଇଡିର ଆବଶ୍ୟକତା ରହିଛି ବୋଲି ଜୟ […]

author-image
Debendra Prusty
ଅଦ୍ୟତନ ହୋଇଛି
ଚାଷ ଆରମ୍ଭ, ୨୪ରେ ଫୁଲର ଫସଲ

jnmishra

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି .ନଡ୍ଡା ଏବଂ ଅମିତ ଶାହଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ। ୨୪ରେ ଫସଲ ଅମଳ ପାଇଁ ବିଜେପି ଆରମ୍ଭ କରିଦେଲାଣି ଚାଷବାସ। ୨୦୨୪ରେ ବିଜେପି କଭଳି କ୍ଷମତା ଦଖଲ କରିବ ସେନେଇ ରୋଡମ୍ୟାପ ପ୍ରସ୍ତୁତ ପରେ ବର୍ତ୍ତମାନ କାମ ଆରମ୍ଭ ହୋଇଛି। ରାଜ୍ୟରେ ବର୍ତ୍ତମାନ ଯେଉଁ ଭଳି ଭାବେ ଦୁର୍ନୀତି ବଢି ଚାଲିଛି ସିବିଆଇ ଏବଂ ଇଡିର ଆବଶ୍ୟକତା ରହିଛି ବୋଲି ଜୟ ନାରାୟଣ କହିଛନ୍ତି।

Advertisment

Odisha Bjp 2024 Crop Bjp Harvest