ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି .ନଡ୍ଡା ଏବଂ ଅମିତ ଶାହଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ। ୨୪ରେ ଫସଲ ଅମଳ ପାଇଁ ବିଜେପି ଆରମ୍ଭ କରିଦେଲାଣି ଚାଷବାସ। ୨୦୨୪ରେ ବିଜେପି କଭଳି କ୍ଷମତା ଦଖଲ କରିବ ସେନେଇ ରୋଡମ୍ୟାପ ପ୍ରସ୍ତୁତ ପରେ ବର୍ତ୍ତମାନ କାମ ଆରମ୍ଭ ହୋଇଛି। ରାଜ୍ୟରେ ବର୍ତ୍ତମାନ ଯେଉଁ ଭଳି ଭାବେ ଦୁର୍ନୀତି ବଢି ଚାଲିଛି ସିବିଆଇ ଏବଂ ଇଡିର ଆବଶ୍ୟକତା ରହିଛି ବୋଲି ଜୟ ନାରାୟଣ କହିଛନ୍ତି।
https://youtu.be/AFm7gzNcVFg