/odisha-reporter/media/post_attachments/uploads/2022/07/budget-1.jpg)
budget
ଓଡ଼ିଶାର ୨୦୨୨-୨୩ ବଜେଟରେ କେଉଁଠୁ ଆଣି କେଉଁଠି ଖର୍ଚ୍ଚ କରିବେ ସରକାର? ସଂପତ୍ତି ବିକି ମାଉଁସ ଭାତ ଖାଇବା ପରି ଓଡ଼ିଶା ବଜେଟ ନୁହେଁ କି? ୨ ଲକ୍ଷ କୋଟି ଟଙ୍କାର ବଜେଟରେ ୧.୨୫ ଲକ୍ଷ କୋଟି ଟଙ୍କା କେବଳ ଦରମା, ଭତ୍ତା ଓ ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ। ଆଉ ୨୨ ହଜାର ଋଣ ଓ ସୁଧ ପରିଶୋଧ। ବିକାଶ ପାଇଁ ଖର୍ଚ୍ଚ ହେବ ମାତ୍ର ୪୦ ହଜାର କୋଟି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
