ବାଇଆର ବଜେଟରେ ମୁସ୍ତରୀ ଫାଇଦାରେ!
ଓଡ଼ିଶାର ୨୦୨୨-୨୩ ବଜେଟରେ କେଉଁଠୁ ଆଣି କେଉଁଠି ଖର୍ଚ୍ଚ କରିବେ ସରକାର? ସଂପତ୍ତି ବିକି ମାଉଁସ ଭାତ ଖାଇବା ପରି ଓଡ଼ିଶା ବଜେଟ ନୁହେଁ କି? ୨ ଲକ୍ଷ କୋଟି ଟଙ୍କାର ବଜେଟରେ ୧.୨୫ ଲକ୍ଷ କୋଟି ଟଙ୍କା କେବଳ ଦରମା, ଭତ୍ତା ଓ ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ। ଆଉ ୨୨ ହଜାର ଋଣ ଓ ସୁଧ ପରିଶୋଧ। ବିକାଶ ପାଇଁ ଖର୍ଚ୍ଚ ହେବ ମାତ୍ର ୪୦ ହଜାର କୋଟି।

https://youtu.be/754fzj1qjmY