ପଦ୍ମପୁର ପରାଜୟକୁ ନେଇ ବିଜେପିର ଡିଲ୍ ଅଭିଯୋଗ ପରେ ଏବେ କଂଗ୍ରେସ ଭିତରେ ପୁରୁଣା ରୋଗ ଦେଖା ଦେଇଛି। ମାନେ ପିସିସି ସଭାପତିଙ୍କ ବିରୋଧରେ ଅସନ୍ତୋଷ ଓ ବୟାନବାଜି ଜୋର ଧରିଛି। ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମଙ୍କ ପରେ ସୁରଙ୍କ କଥା ଏବେ ଭାରି ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।
https://youtu.be/x7sLxPk8gMo
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆକ୍ରମଣକାରୀ ବନ୍ଧୁକରୁ ଫୁଟିଲାନି ଗୁଳି, ରକ୍ଷା ପାଇଗଲେ TMC କାଉନସିଲର
ଗୁଳି ନ ଫୁଟିବାରୁ ବର୍ତ୍ତି ଯିବାପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣକାରୀକୁ କାବୁ କରିଛନ୍ତି TMC କାଉନସିଲର।
National
ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କ ମୃତ୍ୟୁ ଘଟଣା; ଡାକ୍ତରଖାନା ବାହାରେ ଅଭିଭାବକଙ୍କ ଧାରଣା
ନିଆଁ ଲାଗି ୧୦ ନବଜାତକଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ଅସନ୍ତୋଷ।
Politics
ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା।
National
ଟ୍ରେନ୍ ଆଗରେ ରିଲ୍ସ କଲେ ଆଉ ଛଡ଼ାଯିବନି, ରୁଜୁ ହେବ ମାମଲା
ମାତ୍ର ଚଳନ୍ତା ଟ୍ରେନ୍ ସମ୍ମୁଖରେ ବା ଟ୍ରାକ୍ ଉପରେ ରିଲ୍ସ କରିବା ଏବେ ମହଙ୍ଗା ପଡ଼ିବ। ଏପରି କରୁଥିବା ଲୋକଙ୍କ ବିରୋଧରେ ରୁଜୁ ହେବ ମାମଲା।
National
କୁହୁଡ଼ି ହେଲା କାଳ; ଦୁର୍ଘଟଣାରେ ନବ ବିବାହିତଙ୍କ ସମେତ ଚାଲିଗଲା ୭ ଜୀବନ
କୁହୁଡ଼ି ହେଲା କାଳ। ଘଟିଲା ଭୀଷଣ ସଡ଼କ ଦୁର୍ଘଟଣା। ଅକାଳରେ ଚାଲିଗଲା ୭ ଜୀବନ । ମୃତକଙ୍କ ମଧ୍ୟରେ ବରକନ୍ୟା ଥିବା ଜଣାଯାଇଛି।