/odisha-reporter/media/post_attachments/uploads/2022/12/congress-7.jpg)
congress
ପଦ୍ମପୁର ପରାଜୟକୁ ନେଇ ବିଜେପିର ଡିଲ୍ ଅଭିଯୋଗ ପରେ ଏବେ କଂଗ୍ରେସ ଭିତରେ ପୁରୁଣା ରୋଗ ଦେଖା ଦେଇଛି। ମାନେ ପିସିସି ସଭାପତିଙ୍କ ବିରୋଧରେ ଅସନ୍ତୋଷ ଓ ବୟାନବାଜି ଜୋର ଧରିଛି। ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମଙ୍କ ପରେ ସୁରଙ୍କ କଥା ଏବେ ଭାରି ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
