ବାହାରିଲାଣି କଂଗ୍ରେସର ପୁରୁଣା ରୋଗ
ପଦ୍ମପୁର ପରାଜୟକୁ ନେଇ ବିଜେପିର ଡିଲ୍ ଅଭିଯୋଗ ପରେ ଏବେ କଂଗ୍ରେସ ଭିତରେ ପୁରୁଣା ରୋଗ ଦେଖା ଦେଇଛି। ମାନେ ପିସିସି ସଭାପତିଙ୍କ ବିରୋଧରେ ଅସନ୍ତୋଷ ଓ ବୟାନବାଜି ଜୋର ଧରିଛି। ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମଙ୍କ ପରେ ସୁରଙ୍କ କଥା ଏବେ ଭାରି ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି।

https://youtu.be/x7sLxPk8gMo