ପଚା କଖାରୁକୁ ସଢା କାକୁଡି କହୁଛି ଚାଷୀର ଦୁଃଖ

ଝାଳକୁ ରକ୍ତ କରି ଦେଇଥିଲା।କି ଦିନ କି ରାତି ଏକାକାର। ମୁଣ୍ଡଫଟା ଖରାରେ ହାଡଭଙ୍ଗା ପରିଶ୍ରମ କରିଥିଲେ। ହେଲେ ଏବେ ଏହି ପଚା କଖାରୁ ବଖାଣୁଛି ସେଇ ଯନ୍ତ୍ରଣା..