Advertisment

‘୫ ଟଙ୍କା ବିସ୍କୁଟକୁ ୧୦ ଟଙ୍କା ନେଉଛନ୍ତି’

୫ ଫୁଟ୍‌ ପାଣି ଘେରରେ ଗାଁର ବନ୍ୟା ଆଶ୍ରୟ ସ୍ଥଳୀ। ତେଣୁ ନା ଆଶ୍ରୟସ୍ଥଳୀକୁ ଯାଇ ପାରୁଛନ୍ତି ନା ଘରେ ରହି ପାରୁଛନ୍ତି। ଏମିତି ଚିତ୍ର ଦେଖିବାକୁ ମିଳିଛି ବାଲିପାଟଣା ବ୍ଳକ୍‌ ରାଜସ ପଞ୍ଚାୟତ ଗରିଆ ଗାଁରେ। ଆଜି ଟିକେ ପାଣି କମିଛି ସତ ହେଲେ କମିନି ଦୁର୍ଦ୍ଦଶା। ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ଏଯାଏ ସେମାନଙ୍କ ପାଖରେ ପହଞ୍ଚିନି ପ୍ରଶାସନ, ପିଇବା ପାଣି ପାଇଁ ହନ୍ତସନ୍ତ ଲୋକେ। ଜଳବନ୍ଦୀ ଥିଲା ବେଳେ ବୋଟ୍‌ ଟିଏ ବି ଦେଲେନି, […]

ଅଦ୍ୟତନ ହୋଇଛି
‘୫ ଟଙ୍କା ବିସ୍କୁଟକୁ ୧୦ ଟଙ୍କା ନେଉଛନ୍ତି’

Balipatna

Advertisment

୫ ଫୁଟ୍‌ ପାଣି ଘେରରେ ଗାଁର ବନ୍ୟା ଆଶ୍ରୟ ସ୍ଥଳୀ। ତେଣୁ ନା ଆଶ୍ରୟସ୍ଥଳୀକୁ ଯାଇ ପାରୁଛନ୍ତି ନା ଘରେ ରହି ପାରୁଛନ୍ତି। ଏମିତି ଚିତ୍ର ଦେଖିବାକୁ ମିଳିଛି ବାଲିପାଟଣା ବ୍ଳକ୍‌ ରାଜସ ପଞ୍ଚାୟତ ଗରିଆ ଗାଁରେ। ଆଜି ଟିକେ ପାଣି କମିଛି ସତ ହେଲେ କମିନି ଦୁର୍ଦ୍ଦଶା। ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ଏଯାଏ ସେମାନଙ୍କ ପାଖରେ ପହଞ୍ଚିନି ପ୍ରଶାସନ, ପିଇବା ପାଣି ପାଇଁ ହନ୍ତସନ୍ତ ଲୋକେ। ଜଳବନ୍ଦୀ ଥିଲା ବେଳେ ବୋଟ୍‌ ଟିଏ ବି ଦେଲେନି, ଫଳରେ ପାଣି କମିବା ପରେ ଗାଁରୁ ବାହାରିଛନ୍ତି ଲୋକେ।

Advertisment

Balipatna Balipatna Block Odisha Flood Villages
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe