Advertisment

ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି, କିନ୍ତୁ ମୁଁ ମୁନ୍‌ ହେବି…

ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି। କିନ୍ତୁ ମୁନ୍‌ ଗୋଟିଏ। ସେଥିପାଇଁ ମୁଁ ଚାହୁଁଛି ମୁନ୍‌ ହୋଇ ବାହାରିବି। ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ପିନ୍ଧିବା ପରେ ଏମିତି କହିଛନ୍ତି କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ଶୁଭାଙ୍ଗୀ ଜାନା। ସମସ୍ତଙ୍କୁ ପଛରେ ପକାଇ ଶୁଭାଙ୍ଗୀ ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ହାତେଇଛନ୍ତି।

author-image
Manasi Mohapatra
ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି, କିନ୍ତୁ ମୁଁ ମୁନ୍‌ ହେବି…

Baripada - Miss

ଆକାଶରେ ବହୁ ଷ୍ଟାର୍‌ ଅଛନ୍ତି। କିନ୍ତୁ ମୁନ୍‌ ଗୋଟିଏ। ସେଥିପାଇଁ ମୁଁ ଚାହୁଁଛି ମୁନ୍‌ ହୋଇ ବାହାରିବି। ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ପିନ୍ଧିବା ପରେ ଏମିତି କହିଛନ୍ତି କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜର ଝିଅ ଶୁଭାଙ୍ଗୀ ଜାନା। ସମସ୍ତଙ୍କୁ ପଛରେ ପକାଇ ଶୁଭାଙ୍ଗୀ ‘ମିସ୍‌ ଇଣ୍ଡିଆ ଓପେରା’ ମୁକୁଟ ହାତେଇଛନ୍ତି।

Advertisment

Odisha Reporter