Advertisment

୩୦ ହଜାର ଚାକିରି, ମିଳିଲେନି ୧୧ ହଜାର ପିଲା!

ଦିନକୁ ଦିନ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି? ପିଲା ଯୋଗ୍ୟ ହେଉଛନ୍ତି ନା ଅଯୋଗ୍ୟ? ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏ ସବୁର ମୁଖା ଖୋଲିଦେଇଛି। ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ୭୯୬ ଏଏସ୍ଓ ବା ସହକାରୀ ବଡ଼ ବାବୁ ପଦ ପାଇଁ ପ୍ରାୟ ୨ ଲକ୍ଷ ଯୁବକ ଆବେଦନ କରିଥିବା ଖବର ଆସିଥିଲା।

୩୦ ହଜାର ଚାକିରି, ମିଳିଲେନି ୧୧ ହଜାର ପିଲା!

eligibility

Advertisment

ଦିନକୁ ଦିନ ଆମ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ ଯାଉଛି? ପିଲା ଯୋଗ୍ୟ ହେଉଛନ୍ତି ନା ଅଯୋଗ୍ୟ? ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏ ସବୁର ମୁଖା ଖୋଲିଦେଇଛି। ନିକଟରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ୭୯୬ ଏଏସ୍ଓ ବା ସହକାରୀ ବଡ଼ ବାବୁ ପଦ ପାଇଁ ପ୍ରାୟ ୨ ଲକ୍ଷ ଯୁବକ ଆବେଦନ କରିଥିବା ଖବର ଆସିଥିଲା।

Advertisment

Odisha Unemployment Odia Eligibility
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe