Advertisment

୧୨ କୋଟିରେ ନେଇଗଲେ ୪୦ କୋଟିର ଜମି?

ଷ୍ଟାର-ହୋଟେଲ ପାଇଁ ଜମି ନିଲାମ, ଅତିଶସ୍ତାରେ ମିଳୁଛି ଜମି! ଇ- ନିଲାମ ପରେ ବି ବେଞ୍ଚ ମାର୍କ ମୂଲ୍ୟଠୁ କମ ରହୁଛି ରେଟ! ପର୍ଯ୍ୟଟନ, ଶିଳ୍ପାୟନ ପାଇଁ ଏଭଳି ସୁଯୋଗ ନା ଆଉ କିଛି? ଡେଲଟା ଛକରେ ୪୦ କୋଟିର ଜମି ବି ଲିଜରେ ମିଳୁଛି ୧୨ କୋଟିରେ! ଭୁବନେଶ୍ୱରରେ ଷ୍ଟାର ହୋଟେଲ ପାଇଁ ଏମିତି ୬ଟି ଜମି ଦେଇଛି ବିଡିଏ। https://youtu.be/Ehpaitbn4xE

ଅଦ୍ୟତନ ହୋଇଛି
୧୨ କୋଟିରେ ନେଇଗଲେ ୪୦ କୋଟିର ଜମି?

dnhomes

Advertisment

ଷ୍ଟାର-ହୋଟେଲ ପାଇଁ ଜମି ନିଲାମ, ଅତିଶସ୍ତାରେ ମିଳୁଛି ଜମି! ଇ- ନିଲାମ ପରେ ବି ବେଞ୍ଚ ମାର୍କ ମୂଲ୍ୟଠୁ କମ ରହୁଛି ରେଟ! ପର୍ଯ୍ୟଟନ, ଶିଳ୍ପାୟନ ପାଇଁ ଏଭଳି ସୁଯୋଗ ନା ଆଉ କିଛି? ଡେଲଟା ଛକରେ ୪୦ କୋଟିର ଜମି ବି ଲିଜରେ ମିଳୁଛି ୧୨ କୋଟିରେ! ଭୁବନେଶ୍ୱରରେ ଷ୍ଟାର ହୋଟେଲ ପାଇଁ ଏମିତି ୬ଟି ଜମି ଦେଇଛି ବିଡିଏ।

Advertisment

Star Hotel Luxurio Assets Dn Homes Bhubaneswar Land Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe