Advertisment

ବିଜେପି ଅଭିଯୋଗକୁ ସତ ପ୍ରମାଣିତ କଲେ ସରକାର

ପୋଲିସ କରୁଛି ଗୁଇନ୍ଦାଗିରି, ଅଭିଯୋଗ କରି ଆସୁଥିଲା ବିଜେପି। ଏହି ଅଭିଯୋଗକୁ ସତ ପ୍ରମାଣିତ କରି ଦେଇଛନ୍ତି ସରକାର। ଦୁଇ ମନ୍ତ୍ରୀଙ୍କ ଖାଇବା ସ୍ଥାନରେ ଗୁଇନ୍ଦାଗିରି କରୁଥିଲା ପୋଲିସ୍! ବାବୁଙ୍କୁ ଧରିଲା ବିଜେପି, ଥାନାରେ ଦେଲା ଏତଲା। ବାବୁ କହିଲେ, ନିର୍ଦ୍ଦେଶ ଥିଲା ଉପରିସ୍ଥ ଅଧିକାରୀଙ୍କର। ବାବୁ ଭିଡିଓ ଉଠାଇ ପଠାଇଥାନ୍ତେ ଗୋଟେ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ!

ବିଜେପି ଅଭିଯୋଗକୁ ସତ ପ୍ରମାଣିତ କଲେ ସରକାର

police

Advertisment

ପୋଲିସ କରୁଛି ଗୁଇନ୍ଦାଗିରି, ଅଭିଯୋଗ କରି ଆସୁଥିଲା ବିଜେପି। ଏହି ଅଭିଯୋଗକୁ ସତ ପ୍ରମାଣିତ କରି ଦେଇଛନ୍ତି ସରକାର। ଦୁଇ ମନ୍ତ୍ରୀଙ୍କ ଖାଇବା ସ୍ଥାନରେ ଗୁଇନ୍ଦାଗିରି କରୁଥିଲା ପୋଲିସ୍! ବାବୁଙ୍କୁ ଧରିଲା ବିଜେପି, ଥାନାରେ ଦେଲା ଏତଲା। ବାବୁ କହିଲେ, ନିର୍ଦ୍ଦେଶ ଥିଲା ଉପରିସ୍ଥ ଅଧିକାରୀଙ୍କର। ବାବୁ ଭିଡିଓ ଉଠାଇ ପଠାଇଥାନ୍ତେ ଗୋଟେ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ!

Advertisment

Spying On Opposition Odisha Police Spy Bjd Spy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe