Advertisment

ହାରୁ ନେତା ଥଇଥାନ ହେବେ?

ମନ୍ତ୍ରୀ ପଦ ତ ମିଳିଲାନି। ଏବେ ଅସନ୍ତୁଷ୍ଟଙ୍କୁ ଥଇଥାନର ସମୟ। ଯେଉଁ ବିଧାୟକ ମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିଲେ ସେମାନଙ୍କୁ ଥଇଥାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମ ଦଫାରେ ୧୧ ବିଧାୟକ ଥଇଥାନ ହୋଇଛନ୍ତି। ମନ୍ତ୍ରୀଙ୍କ ଭଳି ଏମାନଙ୍କର ବି ପୂରା ଜିଲ୍ଲାରେ ରହିବ ଦବଦବା।

author-image
Debendra Prusty
ହାରୁ ନେତା ଥଇଥାନ ହେବେ?

bjd

ମନ୍ତ୍ରୀ ପଦ ତ ମିଳିଲାନି। ଏବେ ଅସନ୍ତୁଷ୍ଟଙ୍କୁ ଥଇଥାନର ସମୟ। ଯେଉଁ ବିଧାୟକ ମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିଲେ ସେମାନଙ୍କୁ ଥଇଥାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମ ଦଫାରେ ୧୧ ବିଧାୟକ ଥଇଥାନ ହୋଇଛନ୍ତି। ମନ୍ତ୍ରୀଙ୍କ ଭଳି ଏମାନଙ୍କର ବି ପୂରା ଜିଲ୍ଲାରେ ରହିବ ଦବଦବା।

Advertisment

Odisha Govt Rehabilitation Of Bjd Leaders Political Rehabilitation Centre