Advertisment

ଶୋଇଥିଲେ କି ସରକାର?

ଗୁଜୁରାଟର ମୋରବି ଦୁର୍ଘଟଣା ପରେ ଛାନିଆ ହୋଇ ରାଜ୍ୟ ସରକାର ଧବଳେଶ୍ୱର ଝୁଲା ପୋଲକୁ ବନ୍ଦ କରିଦେଲେ। ଆଗକୁ ବଡ଼ ଓଷା ଆସୁଛି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗିଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରୀ ଆଭିମୁଖ୍ୟ ବାଧକ ସାଜୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦେଖନ୍ତୁ ଏଥରର ”ଶୁଣନ୍ତୁ ସିଏମରେ” ଶୋଇଥିଲେ କି ସରକାର?

author-image
Debendra Prusty
ଶୋଇଥିଲେ କି ସରକାର?

dhabaleswar

ଗୁଜୁରାଟର ମୋରବି ଦୁର୍ଘଟଣା ପରେ ଛାନିଆ ହୋଇ ରାଜ୍ୟ ସରକାର ଧବଳେଶ୍ୱର ଝୁଲା ପୋଲକୁ ବନ୍ଦ କରିଦେଲେ। ଆଗକୁ ବଡ଼ ଓଷା ଆସୁଛି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗିଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରୀ ଆଭିମୁଖ୍ୟ ବାଧକ ସାଜୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦେଖନ୍ତୁ ଏଥରର ''ଶୁଣନ୍ତୁ ସିଏମରେ'' ଶୋଇଥିଲେ କି ସରକାର?

Advertisment

Dhabaleswar Morbi Bada Osa Suspension Brdge