Advertisment

ଶୋଇଥିଲେ କି ସରକାର?

ଗୁଜୁରାଟର ମୋରବି ଦୁର୍ଘଟଣା ପରେ ଛାନିଆ ହୋଇ ରାଜ୍ୟ ସରକାର ଧବଳେଶ୍ୱର ଝୁଲା ପୋଲକୁ ବନ୍ଦ କରିଦେଲେ। ଆଗକୁ ବଡ଼ ଓଷା ଆସୁଛି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗିଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରୀ ଆଭିମୁଖ୍ୟ ବାଧକ ସାଜୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦେଖନ୍ତୁ ଏଥରର ”ଶୁଣନ୍ତୁ ସିଏମରେ” ଶୋଇଥିଲେ କି ସରକାର?

ଶୋଇଥିଲେ କି ସରକାର?

dhabaleswar

Advertisment

ଗୁଜୁରାଟର ମୋରବି ଦୁର୍ଘଟଣା ପରେ ଛାନିଆ ହୋଇ ରାଜ୍ୟ ସରକାର ଧବଳେଶ୍ୱର ଝୁଲା ପୋଲକୁ ବନ୍ଦ କରିଦେଲେ। ଆଗକୁ ବଡ଼ ଓଷା ଆସୁଛି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗିଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରୀ ଆଭିମୁଖ୍ୟ ବାଧକ ସାଜୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦେଖନ୍ତୁ ଏଥରର ''ଶୁଣନ୍ତୁ ସିଏମରେ'' ଶୋଇଥିଲେ କି ସରକାର?

Advertisment

Dhabaleswar Suspension Brdge Bada Osa Morbi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe