Advertisment

ଓଡ଼ିଶାରେ ଡୁପ୍ଲିକେଟ ସରକାର!

କିଏ କହୁଛି ରତ୍ନଭଣ୍ଡାର ଚାବି ହଜିଗଲା। ଆଉ କିଏ କହୁଛି ’ଡୁପ୍ଲିକେଟ ଚାବି ବୋଲି। ଏ ସରକାର ଡୁପ୍ଲିକେଟ ହେଲେ ଚାବି ବି ଡୁପ୍ଲିକେଟ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପ୍ଟେମ୍ବର ୨୯ ଜନସଭାରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ତାଙ୍କର ଏହି ବକ୍ତବ୍ୟ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ପ୍ରତି ଉଦ୍ଦିଷ୍ଟ ଥିବା ସ୍ପଷ୍ଟ।

author-image
Debendra Prusty
ଓଡ଼ିଶାରେ ଡୁପ୍ଲିକେଟ ସରକାର!

duplicate

କିଏ କହୁଛି ରତ୍ନଭଣ୍ଡାର ଚାବି ହଜିଗଲା। ଆଉ କିଏ କହୁଛି ’ଡୁପ୍ଲିକେଟ ଚାବି ବୋଲି। ଏ ସରକାର ଡୁପ୍ଲିକେଟ ହେଲେ ଚାବି ବି ଡୁପ୍ଲିକେଟ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପ୍ଟେମ୍ବର ୨୯ ଜନସଭାରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ତାଙ୍କର ଏହି ବକ୍ତବ୍ୟ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ପ୍ରତି ଉଦ୍ଦିଷ୍ଟ ଥିବା ସ୍ପଷ୍ଟ।

Advertisment

Naveen Patnaik Odisha Govt Duplicate Govt Jp Nadda