Advertisment

ଓଡ଼ିଶାରେ ଡୁପ୍ଲିକେଟ ସରକାର!

କିଏ କହୁଛି ରତ୍ନଭଣ୍ଡାର ଚାବି ହଜିଗଲା। ଆଉ କିଏ କହୁଛି ’ଡୁପ୍ଲିକେଟ ଚାବି ବୋଲି। ଏ ସରକାର ଡୁପ୍ଲିକେଟ ହେଲେ ଚାବି ବି ଡୁପ୍ଲିକେଟ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପ୍ଟେମ୍ବର ୨୯ ଜନସଭାରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ତାଙ୍କର ଏହି ବକ୍ତବ୍ୟ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ପ୍ରତି ଉଦ୍ଦିଷ୍ଟ ଥିବା ସ୍ପଷ୍ଟ।

ଓଡ଼ିଶାରେ ଡୁପ୍ଲିକେଟ ସରକାର!

duplicate

Advertisment

କିଏ କହୁଛି ରତ୍ନଭଣ୍ଡାର ଚାବି ହଜିଗଲା। ଆଉ କିଏ କହୁଛି ’ଡୁପ୍ଲିକେଟ ଚାବି ବୋଲି। ଏ ସରକାର ଡୁପ୍ଲିକେଟ ହେଲେ ଚାବି ବି ଡୁପ୍ଲିକେଟ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପ୍ଟେମ୍ବର ୨୯ ଜନସଭାରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ତାଙ୍କର ଏହି ବକ୍ତବ୍ୟ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ପ୍ରତି ଉଦ୍ଦିଷ୍ଟ ଥିବା ସ୍ପଷ୍ଟ।

Advertisment

Naveen Patnaik Odisha Govt Jp Nadda Duplicate Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe