Advertisment

ଭୂଗୋଳରେ ଫେଲ୍ ଗଣଶିକ୍ଷାମନ୍ତ୍ରୀ?

ଗଣଶିକ୍ଷା ବିଭାଗରେ ବସିଥିବା ମନ୍ତ୍ରୀ, ବଡ଼ ବଡ଼ ସଚିବ ଓ ଅଧିକାରୀ ଜାଣିନାହାନ୍ତି କେଉଁଠି ଅଛି ମାଛକୁଣ୍ଡ। ପିଲାଙ୍କୁ ପଢ଼ାଯାଉଛି ମାଛକୁଣ୍ଡ ହେଉଛି ଆନ୍ଧ୍ରର। ୨୦୧୮ ମସିହାରୁ ଏହି ଭୁଲ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ୪ ବର୍ଷରେ ସୁଧୁରି ପାରିଲାନି ଏହି ଭୁଲ। ପର୍ଯ୍ୟଟନ ମନ୍ତ୍ରୀ ଦେଓମାଳି କେଉଁ ବିଭାଗରେ ଅଛି ଜାଣିନାହାନ୍ତି। ଆଉ ଏବେ ମାଛକୁଣ୍ଡକୁ ବି ପାଠ୍ୟକ୍ରମରେ ଆନ୍ଧ୍ରକୁ ଟେକି ଦେଇଛନ୍ତି ଓଡ଼ିଶା ସରକାର।

ଭୂଗୋଳରେ ଫେଲ୍ ଗଣଶିକ୍ଷାମନ୍ତ୍ରୀ?

machkund

Advertisment

ଗଣଶିକ୍ଷା ବିଭାଗରେ ବସିଥିବା ମନ୍ତ୍ରୀ, ବଡ଼ ବଡ଼ ସଚିବ ଓ ଅଧିକାରୀ ଜାଣିନାହାନ୍ତି କେଉଁଠି ଅଛି ମାଛକୁଣ୍ଡ। ପିଲାଙ୍କୁ ପଢ଼ାଯାଉଛି ମାଛକୁଣ୍ଡ ହେଉଛି ଆନ୍ଧ୍ରର। ୨୦୧୮ ମସିହାରୁ ଏହି ଭୁଲ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ୪ ବର୍ଷରେ ସୁଧୁରି ପାରିଲାନି ଏହି ଭୁଲ। ପର୍ଯ୍ୟଟନ ମନ୍ତ୍ରୀ ଦେଓମାଳି କେଉଁ ବିଭାଗରେ ଅଛି ଜାଣିନାହାନ୍ତି। ଆଉ ଏବେ ମାଛକୁଣ୍ଡକୁ ବି ପାଠ୍ୟକ୍ରମରେ ଆନ୍ଧ୍ରକୁ ଟେକି ଦେଇଛନ୍ତି ଓଡ଼ିଶା ସରକାର।

Advertisment

Odisha Education Department Machkund False Info In Books
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe