Advertisment

ଓଡ଼ିଶା ପୋଲିସର ଦୁଇଟି ମୁହଁ!

ନଭେମ୍ୱର ୧୮ ତାରିଖର ଏହି ଟ୍ୱିଟ୍ ଦେଖନ୍ତୁ। ଓଡ଼ିଶା ପୋଲିସ ତରଫରୁ କରାଯାଇଥିବା ଏହି ଟ୍ୱିଟରେ ଲେଖାଯାଇଛି ଲାଞ୍ଚ ନେବା ଏବଂ ଲାଞ୍ଚ ଦେବା ଉଭୟ ଆଇନଃ ଦଣ୍ଡନୀୟ। କୌଣସି କାର୍ଯ୍ୟ ହାସଲ ପାଇଁ ସତ ରାସ୍ତାରେ ଯାଆନ୍ତୁ ଏବଂ ଏଭଳି ଘୃଣ୍ୟ କାରବାରକୁ ନିଜକୁ ଦୂରେଇ ରଖନ୍ତୁ। ଓଡ଼ିଶା ପୋଲିସ ଦ୍ୱାରା ଜନହିତରେ ଜାରି। ହେଲେ ଏହି ଟ୍ୱିଟ ବୋଧେ କମିଶନରେଟ ପୋଲିସର ବାବୁମାନେ ପଢ଼ିନାହାନ୍ତି। ଅବଶ୍ୟ ସେମାନେ ଲାଞ୍ଚ ମାଗୁ ନାହାଁନ୍ତି ଦାଦାବଟି ଆଦାୟ […]

author-image
Debendra Prusty
ଓଡ଼ିଶା ପୋଲିସର ଦୁଇଟି ମୁହଁ!

police

ନଭେମ୍ୱର ୧୮ ତାରିଖର ଏହି ଟ୍ୱିଟ୍ ଦେଖନ୍ତୁ। ଓଡ଼ିଶା ପୋଲିସ ତରଫରୁ କରାଯାଇଥିବା ଏହି ଟ୍ୱିଟରେ ଲେଖାଯାଇଛି ଲାଞ୍ଚ ନେବା ଏବଂ ଲାଞ୍ଚ ଦେବା ଉଭୟ ଆଇନଃ ଦଣ୍ଡନୀୟ। କୌଣସି କାର୍ଯ୍ୟ ହାସଲ ପାଇଁ ସତ ରାସ୍ତାରେ ଯାଆନ୍ତୁ ଏବଂ ଏଭଳି ଘୃଣ୍ୟ କାରବାରକୁ ନିଜକୁ ଦୂରେଇ ରଖନ୍ତୁ। ଓଡ଼ିଶା ପୋଲିସ ଦ୍ୱାରା ଜନହିତରେ ଜାରି। ହେଲେ ଏହି ଟ୍ୱିଟ ବୋଧେ କମିଶନରେଟ ପୋଲିସର ବାବୁମାନେ ପଢ଼ିନାହାନ୍ତି। ଅବଶ୍ୟ ସେମାନେ ଲାଞ୍ଚ ମାଗୁ ନାହାଁନ୍ତି ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି।

Advertisment

Naveen Patnaik Corrupt Police Odisha Police