ପଶି ତ ଗଲେ ଏବେ ତଦନ୍ତକୁ ଡର !

କଂଗ୍ରେସ ଭଳି ଏକ ଜାତୀୟ ଦଳର ମୁଖ୍ୟ ଦପ୍ତରରେ ପଶି ପୋଲିସ ଜଘନ୍ୟ କାଣ୍ଡ ଘଟାଇଲା । ଖାକିର ମାଡରେ ବହୁ କର୍ମକର୍ତ୍ତା ଗୁରୁତର ଆହତ ହେଲେ । ଗତ ସପ୍ତାହରେ ଏହି ଘଟଣା ଘଟିଥିଲା । ମାତ୍ର ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ତଦନ୍ତରେ ଅଟକିଛି । ସବୁ ପ୍ରମାଣ ଥାଇ ବି ଜଣଙ୍କୁ ଚିହ୍ନଟ କରିପାରୁନି କମିଶନରେଟ୍ ପୋଲିସ ।