/odisha-reporter/media/post_attachments/uploads/2021/12/maxresdefault-6-1.jpg)
maxresdefault (6) (1)
କଂଗ୍ରେସ ଭଳି ଏକ ଜାତୀୟ ଦଳର ମୁଖ୍ୟ ଦପ୍ତରରେ ପଶି ପୋଲିସ ଜଘନ୍ୟ କାଣ୍ଡ ଘଟାଇଲା । ଖାକିର ମାଡରେ ବହୁ କର୍ମକର୍ତ୍ତା ଗୁରୁତର ଆହତ ହେଲେ । ଗତ ସପ୍ତାହରେ ଏହି ଘଟଣା ଘଟିଥିଲା । ମାତ୍ର ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ତଦନ୍ତରେ ଅଟକିଛି । ସବୁ ପ୍ରମାଣ ଥାଇ ବି ଜଣଙ୍କୁ ଚିହ୍ନଟ କରିପାରୁନି କମିଶନରେଟ୍ ପୋଲିସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
