Majlis 28 Aug 2021 TH
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ କମୁଥିବା ବେଳେ ପିଲାଙ୍କ ସଂକ୍ରମଣ ବଢ଼ାଉଛି ଚିନ୍ତା.. ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ହଜାରେ ତଳେ ଥିବା ବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ସେଞ୍ଚୁରୀ ମାରୁଛି.. ତେବେ ଏହାକୁ ନେଇ ଆଜିର ମଜଲିସ୍ ଦେଖନ୍ତୁ..
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
