Advertisment

ଏଥର ଜମିବ ଗଣେଶ ପୂଜା

ଆସନ୍ତା ବୁଧବାର ହେଉଛି ଗଶେଶ ଚର୍ତୁଥୀ। ପୂଜା ପାଇବେ ବିଘ୍ନ ବିନାଶକ। ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଏଥର ଲାଗୁ ହେବନି କୌଣସି କଟକଣା।

author-image
Sonali Kabi
ଅଦ୍ୟତନ ହୋଇଛି
ଏଥର ଜମିବ ଗଣେଶ ପୂଜା

ganesh puja

ଆସନ୍ତା ବୁଧବାର ହେଉଛି ଗଶେଶ ଚର୍ତୁଥୀ। ପୂଜା ପାଇବେ ବିଘ୍ନ ବିନାଶକ। ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଏଥର ଲାଗୁ ହେବନି କୌଣସି କଟକଣା।

Advertisment

Ganesh Puja Ganesh Chaturthi