/odisha-reporter/media/post_attachments/uploads/2021/09/maxresdefault-6-1-3.jpg)
maxresdefault (6) (1)
ଅଫିସ୍ ଖୋଲାମେଲା କରି ସରକାରୀ ଗାଡିରେ ଧରି ବାହାରି ଗଲେ ବାବୁମାନେ। ମଦ ସାଙ୍ଗକୁ ଚିକେନ-ମଟନ। ଅଫିସ୍କୁ ଲୋକେ ଆସି ଫେରି ଯାଉଛନ୍ତି ବରଂ କିନ୍ତୁ ବାବୁମାନେ ଭୋଜିରେ ବ୍ୟସ୍ତ। ଏ ଦୃଶ୍ୟ ଦେଖନ୍ତୁ ଅଫିସ୍ ଖୋଲମେଲା ହୋଇ ପଡିଛି, କେହି ବି ଜଣେ ନାହାନ୍ତି। ଏପଟେ ଦେଖନ୍ତୁ, ସରକାରୀ ଗାଡି ରାସ୍ତା କଡରେ ଛିଡା କରି ପଡିଆରେ ଚାଲିଛି ଭୋଜି ଭାତ ସାଙ୍ଗକୁ ମଦର ଆସର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
