ଚାଲ ମଦ-ମାଂସ ଭୋଜି କରିବା

ଅଫିସ୍ ଖୋଲାମେଲା କରି ସରକାରୀ ଗାଡିରେ ଧରି ବାହାରି ଗଲେ ବାବୁମାନେ। ମଦ ସାଙ୍ଗକୁ ଚିକେନ-ମଟନ। ଅଫିସ୍କୁ ଲୋକେ ଆସି ଫେରି ଯାଉଛନ୍ତି ବରଂ କିନ୍ତୁ ବାବୁମାନେ ଭୋଜିରେ ବ୍ୟସ୍ତ। ଏ ଦୃଶ୍ୟ ଦେଖନ୍ତୁ ଅଫିସ୍ ଖୋଲମେଲା ହୋଇ ପଡିଛି, କେହି ବି ଜଣେ ନାହାନ୍ତି। ଏପଟେ ଦେଖନ୍ତୁ, ସରକାରୀ ଗାଡି ରାସ୍ତା କଡରେ ଛିଡା କରି ପଡିଆରେ ଚାଲିଛି ଭୋଜି ଭାତ ସାଙ୍ଗକୁ ମଦର ଆସର।