ବୟସ ବଢ଼ି ବଢ଼ି ଚାଲିଛି। ପଟୁମାଟି ପୋତି ହୋଇ ଚାଲିଛି। ନାଁ ପୁନରୁଦ୍ଧାର ହେଉଛି, ନାଁ ଯତ୍ନ ନିଆଯାଇଛି। ଦୀର୍ଘ ୬୫ ବର୍ଷ ଧରି ଓଡ଼ିଶାର ସେବା କରି ଆସୁଥିବା ହୀରାକୁଦ ସେମିତି ଓଡ଼ିଶା ପାଇଁ ବରଦାନ କମ୍ ଅଭିଶାପ ପାଲଟି ଯାଉଛି। ଉପରମୁଣ୍ଡରେ ଛତିଶଗଡ଼ ଗୋଟେ ପରେ ଗୋଟେ ବନ୍ଧ ବାନ୍ଧି ଦେଲା। ହେଲେ ତଳମୁଣ୍ଡରେ ଓଡ଼ିଶା ବ୍ୟାରେଜଟିଏ ବି କରିପାରିଲାନି। ହୀରାକୁଦର କାହାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
https://youtu.be/dAmfHs-YF5Y
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।
Politics
କେଜ୍ରିୱାଲଙ୍କ ବଡ଼ ଘୋଷଣା; ଆପ୍ ଜିତିଲେ ମନ୍ଦିର ପୂଜକଙ୍କୁ ଦେବ ମାସିକ ୧୮ ହଜାର ଦରମା
ଆମ୍ ଆଦମୀ ପାର୍ଟି ସରକାରକୁ ଫେରିଲେ ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଲେଖାଏଁ ଦରମା ଦେବାକୁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ୩୧ ଡିସେମ୍ବରରୁ ନିଜେ ଆରମ୍ଭ କରିବେ ପଞ୍ଜିକରଣ।
National
କୃଷକ ସଂଗଠନର ପଞ୍ଜାବ ବନ୍ଦ ଡାକରା, ୧୫୦ ଟ୍ରେନ ବାତିଲ
ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ଭଳି ସଂଗଠନ ପକ୍ଷରୁ ଆଜି ପଞ୍ଜାବରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ୩୫ ଦିନ ହେବ ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଅବନତୀ ଘଟୁଛି।
Politics
ବିପିଏସ୍ସି ଆଶାୟୀଙ୍କୁ ସମର୍ଥନ କରି ଅଡ଼ୁଆରେ ପ୍ରଶାନ୍ତ କିଶୋର, ମାମଲା ରୁଜୁ
ବିପିଏସ୍ସି ଆଶାୟୀଙ୍କ ଆନ୍ଦୋଳନକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ମାମଲା ରୁଜୁ। ଗାନ୍ଧି ମଇଦାନରେ ବିକ୍ଷୋଭ ପାଇଁ ଅନୁମତି ଦେଇନଥିଲା ପ୍ରଶାସନ।