/odisha-reporter/media/post_attachments/uploads/2022/08/hirakud-4.jpg)
hirakud
ବୟସ ବଢ଼ି ବଢ଼ି ଚାଲିଛି। ପଟୁମାଟି ପୋତି ହୋଇ ଚାଲିଛି। ନାଁ ପୁନରୁଦ୍ଧାର ହେଉଛି, ନାଁ ଯତ୍ନ ନିଆଯାଇଛି। ଦୀର୍ଘ ୬୫ ବର୍ଷ ଧରି ଓଡ଼ିଶାର ସେବା କରି ଆସୁଥିବା ହୀରାକୁଦ ସେମିତି ଓଡ଼ିଶା ପାଇଁ ବରଦାନ କମ୍ ଅଭିଶାପ ପାଲଟି ଯାଉଛି। ଉପରମୁଣ୍ଡରେ ଛତିଶଗଡ଼ ଗୋଟେ ପରେ ଗୋଟେ ବନ୍ଧ ବାନ୍ଧି ଦେଲା। ହେଲେ ତଳମୁଣ୍ଡରେ ଓଡ଼ିଶା ବ୍ୟାରେଜଟିଏ ବି କରିପାରିଲାନି। ହୀରାକୁଦର କାହାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
