Advertisment

ହସୁଛି ଓଲି, କାନ୍ଦୁଛି ଅଲିଭ୍!

ଦେଖିଲେ କେଡ଼େ ସୁନ୍ଦର ଲାଗୁଛି ଏହି ଓଲି! ଅଲିଭ ରିଡଲେ କଇଁଛ ଆକୃତିର ପୋଷାକ ପିନ୍ଧି ହକିର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ। ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଅଲିଭ ରିଡଲେଙ୍କ ସୁରକ୍ଷା ଓ ସେମାନଙ୍କ ହାବିଟାଟର କନଜରଭେସନର କଥା ନେଇ ବାହାସ୍ପୋଟ ମାରୁଛନ୍ତି! ହେଲେ ଅନ୍ଧକାରକୁ ଚିରି ସୂର୍ଯ୍ୟର ରଶ୍ମି ଯେବେ ଧରାରେ ପଡ଼େ ସେତେବେଳେ ବାସ୍ତବ ଦୃଶ୍ୟ ସାମ୍ନାକୁ ଆସିଯାଏ। ଆଖି ଆଗରୁ ସବୁ ପ୍ରହେଳିକା ଦୂରେଇ ଗଲା ପରେ ହୃଦବୋଧ ହୁଏ କେତେବଡ଼ ଧୋକା […]

author-image
Debendra Prusty
ଅଦ୍ୟତନ ହୋଇଛି
ହସୁଛି ଓଲି, କାନ୍ଦୁଛି ଅଲିଭ୍!

oli

ଦେଖିଲେ କେଡ଼େ ସୁନ୍ଦର ଲାଗୁଛି ଏହି ଓଲି! ଅଲିଭ ରିଡଲେ କଇଁଛ ଆକୃତିର ପୋଷାକ ପିନ୍ଧି ହକିର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ। ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଅଲିଭ ରିଡଲେଙ୍କ ସୁରକ୍ଷା ଓ ସେମାନଙ୍କ ହାବିଟାଟର କନଜରଭେସନର କଥା ନେଇ ବାହାସ୍ପୋଟ ମାରୁଛନ୍ତି! ହେଲେ ଅନ୍ଧକାରକୁ ଚିରି ସୂର୍ଯ୍ୟର ରଶ୍ମି ଯେବେ ଧରାରେ ପଡ଼େ ସେତେବେଳେ ବାସ୍ତବ ଦୃଶ୍ୟ ସାମ୍ନାକୁ ଆସିଯାଏ। ଆଖି ଆଗରୁ ସବୁ ପ୍ରହେଳିକା ଦୂରେଇ ଗଲା ପରେ ହୃଦବୋଧ ହୁଏ କେତେବଡ଼ ଧୋକା ହୋଇଛି। ଏଇ ଦେଖିନିଅନ୍ତୁ ଆମ ରାଜ୍ୟରେ କେତେ ସୁରକ୍ଷିତ ଲୋପ ପାଇବାକୁ ବସିଥିବା ବହୁମୂଲ୍ୟ ଅଲିଭ ରିଡଲେ କଇଁଛ!

Advertisment

World Cup Hockey Oli Olive Ridley