Advertisment

ବିପଦରେ ଅଲିଭ ରିଡଲେଙ୍କ ଜୀବନ

ଅଲିଭ ରିଡଲେ କଇଁଛ ଆକୃତିର ପୋଷାକ ପିନ୍ଧି ହକିର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ମାସ୍କଟ ଓଲି। ଆମ ରାଜ୍ୟରେ କେତେ ସୁରକ୍ଷିତ ଏହି ବହୁମୂଲ୍ୟ ଅଲିଭ ରିଡଲେ କଇଁଛ ? ପୁରୀ-ଅସ୍ତରଙ୍ଗ ବେଳା ଭୂମିରେ କେଉଁଠି ଜାହାଜ ମାଡ଼ରେ ମରି ସମୁଦ୍ରରେ ଭାସୁଛି ତ କେଉଁଠି ବେଳାଭୂମିରେ ବୁଲା କୁକୁରଙ୍କ ଆହାର ପାଲଟିଛି । ଏମିତିରେ ବିଶ୍ୱ ସାମ୍ନାରେ ଏମାନଙ୍କ ପାଇଁ ଦରଦୀ ସାଜିଥିବା ସରକାର ଯେ, ସତରେ କେଡେ ଦରଦୀ ତାହା ଘଟଣାସ୍ଥଳରେ ପହଞ୍ଚିଳେ […]

author-image
Manoj Swain
ବିପଦରେ ଅଲିଭ ରିଡଲେଙ୍କ ଜୀବନ

ଅଲିଭ ରିଡଲେ କଇଁଛ ଆକୃତିର ପୋଷାକ ପିନ୍ଧି ହକିର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ମାସ୍କଟ ଓଲି। ଆମ ରାଜ୍ୟରେ କେତେ ସୁରକ୍ଷିତ ଏହି ବହୁମୂଲ୍ୟ ଅଲିଭ ରିଡଲେ କଇଁଛ ? ପୁରୀ-ଅସ୍ତରଙ୍ଗ ବେଳା ଭୂମିରେ କେଉଁଠି ଜାହାଜ ମାଡ଼ରେ ମରି ସମୁଦ୍ରରେ ଭାସୁଛି ତ କେଉଁଠି ବେଳାଭୂମିରେ ବୁଲା କୁକୁରଙ୍କ ଆହାର ପାଲଟିଛି । ଏମିତିରେ ବିଶ୍ୱ ସାମ୍ନାରେ ଏମାନଙ୍କ ପାଇଁ ଦରଦୀ ସାଜିଥିବା ସରକାର ଯେ, ସତରେ କେଡେ ଦରଦୀ ତାହା ଘଟଣାସ୍ଥଳରେ ପହଞ୍ଚିଳେ ହିଁ ଜଣାପଡ଼ିବ।

Advertisment

Olive Ridleys