‘ଷ୍ଟାର୍ ଟାଇମ୍’ରେ ତମନ୍ନା ଖୋଲିଲେ ଗୁମର
ଓଡ଼ିଆ ଫିଲ୍ମ ଦୁନିଆରେ ଏବେ ଏକ ଚିହ୍ନା ନାଁ ତମନ୍ନା ବ୍ୟାସ । ନିଆରା କନସେପ୍ଟକୁ ନେଇ ନିର୍ମିତ ‘ଚୂମ୍ବକ’ର ଏକ କିସ୍ ସିନ୍ ବାବଦରେ ତମନ୍ନା କହିଛନ୍ତି ଅକୁହା କଥା। ଏଥି ସହିତ ଆଉ କିଛି ଗୁମର ଖୋଲିଛନ୍ତି ଏଥରର ‘ଷ୍ଟାର ଟାଇମ’ରେ…