Advertisment

ବର୍ଷା କହିବେ ଅକୁହା କଥା!

ଇଏ ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ। ଯେଉଁ ପୋଷ୍ଟରେ ସେ, ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ପୁସ୍ତକର ନାଁ ମଧ୍ୟ ସ୍ଥିର କରିସାରିଛନ୍ତି। ପୁସ୍ତକର ନାଁ ରହିଛି- ଅନ୍ତଃସ୍ୱର, ଅନେକ ଅକୁହା କଥା। ବହିଟିର ଶୀର୍ଷକ ହିଁ ବୟାନ୍ କରୁଛି ଯେ, ଏମିତି ଅନେକ କଥା, ବର୍ଷା ଏହି ବହିରେ ହୁଏତ ଲେଖିବାକୁ ଯାଉଛନ୍ତି, ଯାହା ପୂର୍ବରୁ କେବେ ସେ କହିନାହାଁନ୍ତି।

author-image
Debendra Prusty
ବର୍ଷା କହିବେ ଅକୁହା କଥା!

barsa

ଇଏ ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ। ଯେଉଁ ପୋଷ୍ଟରେ ସେ, ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ପୁସ୍ତକର ନାଁ ମଧ୍ୟ ସ୍ଥିର କରିସାରିଛନ୍ତି। ପୁସ୍ତକର ନାଁ ରହିଛି- ଅନ୍ତଃସ୍ୱର, ଅନେକ ଅକୁହା କଥା। ବହିଟିର ଶୀର୍ଷକ ହିଁ ବୟାନ୍ କରୁଛି ଯେ, ଏମିତି ଅନେକ କଥା, ବର୍ଷା ଏହି ବହିରେ ହୁଏତ ଲେଖିବାକୁ ଯାଉଛନ୍ତି, ଯାହା ପୂର୍ବରୁ କେବେ ସେ କହିନାହାଁନ୍ତି।

Advertisment

Ollywood Barsa Priyadarshini Anubhav