Advertisment

'ଜାନକୀ ପଟ୍ଟନାୟକ ଥିଲେ ଭଲ ହୋଇଥା’ନ୍ତା'

‘ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ବଞ୍ଚିଥିବା ବେଳେ ବିବନ ଧରାପଡ଼ିଥିଲେ ଭଲ ହୋଇଥା’ନ୍ତା।’ ୨୨ ବର୍ଷ ପରେ ବିବନ ବିଶ୍ୱାଳ ଧରାପଡ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର, ଯିଏ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା

ଅଦ୍ୟତନ ହୋଇଛି
'ଜାନକୀ ପଟ୍ଟନାୟକ ଥିଲେ ଭଲ ହୋଇଥା’ନ୍ତା'

maxresdefault 2

Advertisment

‘ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ବଞ୍ଚିଥିବା ବେଳେ ବିବନ ଧରାପଡ଼ିଥିଲେ ଭଲ ହୋଇଥା’ନ୍ତା।’ ୨୨ ବର୍ଷ ପରେ ବିବନ ବିଶ୍ୱାଳ ଧରାପଡ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର, ଯିଏ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା

Advertisment

Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe