ଚିତ୍ର ବଦଳିଛି, ସେତେବେଳର ଚରିତ୍ର ବି ଆଉ ନାହାନ୍ତି । ତଥାପି ତାଜା ହୋଇ ରହିଛି ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର କଳଙ୍କିତ ସ୍ମୃତି । ସେତେବେଳେ ଜଣେ ମାତ୍ର ଅଞ୍ଜନା ଥିଲେ ,ସବୁରି ମୁହଁରେ ସଭିଙ୍କ ଚର୍ଚ୍ଚାରେ , ଏବେ କିନ୍ତୁ ଶହଶହ ଅଞ୍ଜନାଙ୍କ ଆର୍ତ୍ତ ଚିକ୍ତାରକୁ ପ୍ରସଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାରେ ଫେଲ ମାରିଛନ୍ତି ବିରୋଧି । ସେତେବେଳେ ସରକାରଙ୍କୁ ଭୁଶୂଡ଼ାଇ ଦେଇଥିଲେ ଜଣେ ଅଞ୍ଜନା , ଏବେ କିନ୍ତୁ ଶହ ଶହ ଅଞ୍ଜନାଙ୍କ ପ୍ରତିବାଦର ସ୍ବରକୁ ଚାପି ରଖି ଶାସନ ଗାଦୀରେ କାଏମ ରହିଛି ଶାସକ ଗୋଷ୍ଠୀ ।
https://www.youtube.com/watch?v=flts2fMUWZc
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍
ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।
National
ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର
୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍ବୁଲ୍ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।
National
ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ
ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।