ଜଣେ ବନାମ ଶହେ ଅଞ୍ଜନା

ଚିତ୍ର ବଦଳିଛି, ସେତେବେଳର ଚରିତ୍ର ବି ଆଉ ନାହାନ୍ତି । ତଥାପି ତାଜା ହୋଇ ରହିଛି ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର କଳଙ୍କିତ ସ୍ମୃତି । ସେତେବେଳେ ଜଣେ ମାତ୍ର ଅଞ୍ଜନା ଥିଲେ ,ସବୁରି ମୁହଁରେ ସଭିଙ୍କ ଚର୍ଚ୍ଚାରେ , ଏବେ କିନ୍ତୁ ଶହଶହ ଅଞ୍ଜନାଙ୍କ ଆର୍ତ୍ତ ଚିକ୍ତାରକୁ ପ୍ରସଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାରେ ଫେଲ ମାରିଛନ୍ତି ବିରୋଧି । ସେତେବେଳେ ସରକାରଙ୍କୁ ଭୁଶୂଡ଼ାଇ ଦେଇଥିଲେ ଜଣେ ଅଞ୍ଜନା , ଏବେ […]

anjana PKG. thumb]

Manasi Mohapatra
  • Published: Wednesday, 24 February 2021
  • , Updated: 24 February 2021, 04:47 PM IST

ଚିତ୍ର ବଦଳିଛି, ସେତେବେଳର ଚରିତ୍ର ବି ଆଉ ନାହାନ୍ତି । ତଥାପି ତାଜା ହୋଇ ରହିଛି ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର କଳଙ୍କିତ ସ୍ମୃତି । ସେତେବେଳେ ଜଣେ ମାତ୍ର ଅଞ୍ଜନା ଥିଲେ ,ସବୁରି ମୁହଁରେ ସଭିଙ୍କ ଚର୍ଚ୍ଚାରେ , ଏବେ କିନ୍ତୁ ଶହଶହ ଅଞ୍ଜନାଙ୍କ ଆର୍ତ୍ତ ଚିକ୍ତାରକୁ ପ୍ରସଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାରେ ଫେଲ ମାରିଛନ୍ତି ବିରୋଧି । ସେତେବେଳେ ସରକାରଙ୍କୁ ଭୁଶୂଡ଼ାଇ ଦେଇଥିଲେ ଜଣେ ଅଞ୍ଜନା , ଏବେ କିନ୍ତୁ ଶହ ଶହ ଅଞ୍ଜନାଙ୍କ ପ୍ରତିବାଦର ସ୍ବରକୁ ଚାପି ରଖି ଶାସନ ଗାଦୀରେ କାଏମ ରହିଛି ଶାସକ ଗୋଷ୍ଠୀ ।

https://www.youtube.com/watch?v=flts2fMUWZc

Related story