/odisha-reporter/media/post_attachments/uploads/2022/09/arindam.jpg)
arindam
ଆମେ କହୁଛୁ ଯୁବ ପ୍ରତିଭାବାନ ସାମ୍ବାଦିକ ଅରିନ୍ଦମ ଦାସଙ୍କ କଥା। ଗତବର୍ଷ ଓଡିଆ ସାମ୍ବାଦିକତା ଏକ ଉଜ୍ଜ୍ୱଳ ତାରକାକୁ ହରାଇଥିଲା। କାଲି ଭଳି ଲାଗୁଛି। ମୁଣ୍ଡଳୀରେ ହାତୀ ଉଦ୍ଧାର କରିବାକୁ ଯାଇଥିବା ବୋଟ ଓଲଟି ପଡିବାରୁ ଅରିମନ୍ଦମଙ୍କ ପ୍ରାଣ ଚାଲି ଯାଇଥିଲା। ସେଦିନ ଏମିତି ଥିଲା ଦୃଶ୍ୟ। ଆଠଗଡ ବନଖଣ୍ଡରୁ ଜଙ୍ଗଲୀ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଆସି ମୁଣ୍ଡଳୀ ବ୍ରିଜ ମଝିକୁ ପଶି ଆସିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
