ଓଡ଼ିଶାରେ ଇ-ଆରଟିଆଇ ବିଫଳ!

୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିଲା ସୂଚନା ଅଧିକାର ଆଇନ ବା ଆରଟିଆଇ। ଲୋକଙ୍କ ଟଙ୍କାରେ ଚାଲୁଥିବା ସବୁ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ମିଳିବା ପାଇଁ କରାଯାଇଥିଲା ଆଇନ ଓ ନିୟମାବଳୀ। ଆଇନ ଲାଗୁ ହେବାର ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ କଲେ ମିଳୁନି ଉତ୍ତର।

e rti

Debendra Prusty
  • Published: Tuesday, 20 September 2022
  • , Updated: 20 September 2022, 11:28 AM IST

୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିଲା ସୂଚନା ଅଧିକାର ଆଇନ ବା ଆରଟିଆଇ। ଲୋକଙ୍କ ଟଙ୍କାରେ ଚାଲୁଥିବା ସବୁ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ମିଳିବା ପାଇଁ କରାଯାଇଥିଲା ଆଇନ ଓ ନିୟମାବଳୀ। ଆଇନ ଲାଗୁ ହେବାର ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ କଲେ ମିଳୁନି ଉତ୍ତର।

https://youtu.be/hyc2Ogc8BQg

Related story