e rti
Advertisment
୨୦୦୫ରେ ସାରା ଦେଶରେ ଲାଗୁ ହୋଇଥିଲା ସୂଚନା ଅଧିକାର ଆଇନ ବା ଆରଟିଆଇ। ଲୋକଙ୍କ ଟଙ୍କାରେ ଚାଲୁଥିବା ସବୁ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ମିଳିବା ପାଇଁ କରାଯାଇଥିଲା ଆଇନ ଓ ନିୟମାବଳୀ। ଆଇନ ଲାଗୁ ହେବାର ୧୭ ବର୍ଷ ପରେ ବି ଓଡ଼ିଶାରେ ଅନଲାଇନରେ ଆରଟିଆଇ ଆବେଦନ କଲେ ମିଳୁନି ଉତ୍ତର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/e-rti.jpg)