Advertisment

ଏ କାମ କେବଳ ରାଷ୍ଟ୍ରପତି କରିପାରିବେ

ରାଷ୍ଟ୍ରପତି ଖାଲିଟାରେ ନୁହଁନ୍ତି ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ଯାହା କରିପାରବେ, ପ୍ରଧାନମନ୍ତ୍ରୀ ବି କରିପାରିବେ ନାହିଁ! ରାଜକ୍ଷମା ଦେଇପାରିବେନି ପ୍ରଧାନମନ୍ତ୍ରୀ, କିନ୍ତୁ ଦୋଷୀଙ୍କୁ କ୍ଷମା କରି ପାରିବେ ରାଷ୍ଟ୍ରପତି। ଏମିତି କି ଫାଶୀ ଦଣ୍ଡ ପାଇଥିବା ଦୋଷୀଙ୍କୁ ମୁକ୍ତ କରିପାରିବାର କ୍ଷମତା ରହିଛି। ତିନି ସେନାର ସୁପ୍ରିମ କମାଣ୍ଡର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସୁପ୍ରିମ କମାଣ୍ଡର୍ ହେଉଛନ୍ତି ରାଷ୍ଟ୍ରପତି।

author-image
Debendra Prusty
ଏ କାମ କେବଳ ରାଷ୍ଟ୍ରପତି କରିପାରିବେ

president power

ରାଷ୍ଟ୍ରପତି ଖାଲିଟାରେ ନୁହଁନ୍ତି ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ଯାହା କରିପାରବେ, ପ୍ରଧାନମନ୍ତ୍ରୀ ବି କରିପାରିବେ ନାହିଁ! ରାଜକ୍ଷମା ଦେଇପାରିବେନି ପ୍ରଧାନମନ୍ତ୍ରୀ, କିନ୍ତୁ ଦୋଷୀଙ୍କୁ କ୍ଷମା କରି ପାରିବେ ରାଷ୍ଟ୍ରପତି। ଏମିତି କି ଫାଶୀ ଦଣ୍ଡ ପାଇଥିବା ଦୋଷୀଙ୍କୁ ମୁକ୍ତ କରିପାରିବାର କ୍ଷମତା ରହିଛି। ତିନି ସେନାର ସୁପ୍ରିମ କମାଣ୍ଡର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସୁପ୍ରିମ କମାଣ୍ଡର୍ ହେଉଛନ୍ତି ରାଷ୍ଟ୍ରପତି।

Advertisment

Presidential Power Indian President