Advertisment

ସମର୍ପିତ ବିରୋଧୀଙ୍କ ଜୟ ଜୟକାର

ଏବେ ଆମ ପାଇଁ ଗର୍ବ ଓ ଗୌରବ ବିଶ୍ୱ କପ ହକି। ଏଥିପାଇଁ ଭଙ୍ଗା ହେଉଛି ଉଠା ଦୋକାନ ମାଟିରେ ମିଶୁଛି ଭାତ ହାଣ୍ଡି। ଏ ସବୁ ବୋଧେ ଆମ ଅସୁନ୍ଦର ରାଜଧାନୀକୁ କାଳେ ଦେଖିଦେବେ ବିଦେଶୀ। ଲୋକ ପଚାରୁଛନ୍ତି ପେଟ ଆଗ ନା ଖେଳ ଅଗା? ଚାପି ଦେଲେ ୫୫ ହଜାର ଟିକେଟ, ଦର୍ଶକ ହେଲେ ନିରାଶ। ହେଲେ ଆମ ସମର୍ପିତ ବିରୋଧୀ କରୁଛନ୍ତି ଜୟ ଜୟ ସରକାର।

author-image
Debendra Prusty
ସମର୍ପିତ ବିରୋଧୀଙ୍କ ଜୟ ଜୟକାର

all party

ଏବେ ଆମ ପାଇଁ ଗର୍ବ ଓ ଗୌରବ ବିଶ୍ୱ କପ ହକି। ଏଥିପାଇଁ ଭଙ୍ଗା ହେଉଛି ଉଠା ଦୋକାନ ମାଟିରେ ମିଶୁଛି ଭାତ ହାଣ୍ଡି। ଏ ସବୁ ବୋଧେ ଆମ ଅସୁନ୍ଦର ରାଜଧାନୀକୁ କାଳେ ଦେଖିଦେବେ ବିଦେଶୀ। ଲୋକ ପଚାରୁଛନ୍ତି ପେଟ ଆଗ ନା ଖେଳ ଅଗା? ଚାପି ଦେଲେ ୫୫ ହଜାର ଟିକେଟ, ଦର୍ଶକ ହେଲେ ନିରାଶ। ହେଲେ ଆମ ସମର୍ପିତ ବିରୋଧୀ କରୁଛନ୍ତି ଜୟ ଜୟ ସରକାର।

Advertisment

BjD Naveen Patnaik Odisha Opposition Odisha Parties