ସମର୍ପିତ ବିରୋଧୀଙ୍କ ଜୟ ଜୟକାର

ଏବେ ଆମ ପାଇଁ ଗର୍ବ ଓ ଗୌରବ ବିଶ୍ୱ କପ ହକି। ଏଥିପାଇଁ ଭଙ୍ଗା ହେଉଛି ଉଠା ଦୋକାନ ମାଟିରେ ମିଶୁଛି ଭାତ ହାଣ୍ଡି। ଏ ସବୁ ବୋଧେ ଆମ ଅସୁନ୍ଦର ରାଜଧାନୀକୁ କାଳେ ଦେଖିଦେବେ ବିଦେଶୀ। ଲୋକ ପଚାରୁଛନ୍ତି ପେଟ ଆଗ ନା ଖେଳ ଅଗା? ଚାପି ଦେଲେ ୫୫ ହଜାର ଟିକେଟ, ଦର୍ଶକ ହେଲେ ନିରାଶ। ହେଲେ ଆମ ସମର୍ପିତ ବିରୋଧୀ କରୁଛନ୍ତି ଜୟ ଜୟ ସରକାର।

all party

Debendra Prusty
  • Published: Monday, 26 December 2022
  • , Updated: 26 December 2022, 10:35 AM IST

ଏବେ ଆମ ପାଇଁ ଗର୍ବ ଓ ଗୌରବ ବିଶ୍ୱ କପ ହକି। ଏଥିପାଇଁ ଭଙ୍ଗା ହେଉଛି ଉଠା ଦୋକାନ ମାଟିରେ ମିଶୁଛି ଭାତ ହାଣ୍ଡି। ଏ ସବୁ ବୋଧେ ଆମ ଅସୁନ୍ଦର ରାଜଧାନୀକୁ କାଳେ ଦେଖିଦେବେ ବିଦେଶୀ। ଲୋକ ପଚାରୁଛନ୍ତି ପେଟ ଆଗ ନା ଖେଳ ଅଗା? ଚାପି ଦେଲେ ୫୫ ହଜାର ଟିକେଟ, ଦର୍ଶକ ହେଲେ ନିରାଶ। ହେଲେ ଆମ ସମର୍ପିତ ବିରୋଧୀ କରୁଛନ୍ତି ଜୟ ଜୟ ସରକାର।

https://youtu.be/cpwpolg8lOo

Related story