ଧର୍ମଗଡରେ ଭକ୍ତ, କଳାହାଣ୍ଡିରେ ବସନ୍ତ

ବିରୋଧୀଙ୍କ କମ୍ପନରେ ଥରୁଛି ପଶ୍ଚିମ ଓଡିଶା। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଜୋରଦାର ବିରୋଧ। ଧର୍ମଗଡରେ ଭକ୍ତ ଦାସ ଏବଂ କଳାହାଣ୍ଡିରେ ବସନ୍ତ ପଣ୍ଡାଙ୍କ ଜୋରଦାର ବିରୋଧ