କାମ ଦେଉନି ସଫେଇ

ଶିକ୍ଷୟିତ୍ରୀ ମୋମିତା ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ଉଗ୍ର ହେଉଛନ୍ତି ବିରୋଧୀ ।ସରକାର ତାଙ୍କ ଜିଦରେ ଅଟଳ ଆଉ ବିରୋଧୀ ବି ସେମାନଙ୍କ ଜିଦରେ ଅଟଳ । ଦିଲ୍ଲୀରେ ସ୍ୱର ଉଠାଇବା ସହ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହି ଘଟଣାକୁ ନେଇ ପ୍ରେସମିଟ ସାଙ୍ଗକୁ ବିରୋଧବାସ ଜାରି ରଖିଛି ଦଳ । ସେପଟେ ବିଜେପି ମଧ୍ୟ ବନ୍ଦ ଡାକରା ଦେଇଛି।