ଅଦ୍ୟତନ ହୋଇଛି
maxresdefault (1) (1)
Advertisment
ଶିକ୍ଷୟିତ୍ରୀ ମୋମିତା ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ଉଗ୍ର ହେଉଛନ୍ତି ବିରୋଧୀ ।ସରକାର ତାଙ୍କ ଜିଦରେ ଅଟଳ ଆଉ ବିରୋଧୀ ବି ସେମାନଙ୍କ ଜିଦରେ ଅଟଳ । ଦିଲ୍ଲୀରେ ସ୍ୱର ଉଠାଇବା ସହ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହି ଘଟଣାକୁ ନେଇ ପ୍ରେସମିଟ ସାଙ୍ଗକୁ ବିରୋଧବାସ ଜାରି ରଖିଛି ଦଳ । ସେପଟେ ବିଜେପି ମଧ୍ୟ ବନ୍ଦ ଡାକରା ଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-1-1-1.jpg)