ଖଜୁରୀ ଗଛର କି ଗୁଣ ଗାଇବି…

ମମିତା ମର୍ଡର ଘଟଣାର ତଦନ୍ତ କରୁଛି କିଏ? -ପୁଲିସ । ରାଜ୍ୟ ପୁଲିସ୍ କାହା ଅଧିନରେ? -ଗୃହ ବିଭାଗ । ଗୃହ ବିଭାଗର ମନ୍ତ୍ରୀ କିଏ?- ମୁଖ୍ୟମନ୍ତ୍ରୀ। କେଉଁ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ- ଗୃହ ରାଷ୍ଟ୍ରମନ୍ତ୍ରୀ । ଏତେ ସବୁ ପରେ ଯଦି ଶାସକ ଦଳ କହିବ ପ୍ରମାଣ ଦିଅ? ତେବେ ପ୍ରମାଣ ଦେବ କିଏ?

maxresdefault (13) (1)

Manasi Mohapatra
  • Published: Monday, 08 November 2021
  • , Updated: 08 November 2021, 05:04 PM IST

ମମିତା ମର୍ଡର ଘଟଣାର ତଦନ୍ତ କରୁଛି କିଏ? -ପୁଲିସ । ରାଜ୍ୟ ପୁଲିସ୍ କାହା ଅଧିନରେ? -ଗୃହ ବିଭାଗ । ଗୃହ ବିଭାଗର ମନ୍ତ୍ରୀ କିଏ?- ମୁଖ୍ୟମନ୍ତ୍ରୀ। କେଉଁ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ- ଗୃହ ରାଷ୍ଟ୍ରମନ୍ତ୍ରୀ । ଏତେ ସବୁ ପରେ ଯଦି ଶାସକ ଦଳ କହିବ ପ୍ରମାଣ ଦିଅ? ତେବେ ପ୍ରମାଣ ଦେବ କିଏ?

https://www.youtube.com/watch?v=4rQzoTNcPMg

Related story