Advertisment

ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି?

ପରୀକ୍ଷାରେ ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି! ସିସିଟିଭି ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ କଲେ ପରୀକ୍ଷାର୍ଥୀ। ଉତ୍ତରଖାତାରେ କେବଳ ଆଗୁଆ ଡାର୍କେନିଂ କରୁଥିଲେ ଛାତ୍ରୀ। ପ୍ରଶ୍ନପତ୍ର ମିଳିବା ପରେ ସିଲ ନଖୋଲି ବ୍ୟାଗରେ ରଖିଦେଉଥିଲେ! ସିସିଟିଭି ଯାଂଚ୍ ସଂପର୍କରେ ନିରବ ଓପିଏସସି। ଓପିଏସସିର ଏଏସଓ ପରୀକ୍ଷାରେ ବଡ଼ ଘୋଟାଲା ସନ୍ଦେହ।

ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି?

aso

Advertisment

ପରୀକ୍ଷାରେ ପ୍ରଶ୍ନପତ୍ର ନଖୋଲି ବି ଏଏସଓ ଚାକିରି! ସିସିଟିଭି ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ କଲେ ପରୀକ୍ଷାର୍ଥୀ। ଉତ୍ତରଖାତାରେ କେବଳ ଆଗୁଆ ଡାର୍କେନିଂ କରୁଥିଲେ ଛାତ୍ରୀ। ପ୍ରଶ୍ନପତ୍ର ମିଳିବା ପରେ ସିଲ ନଖୋଲି ବ୍ୟାଗରେ ରଖିଦେଉଥିଲେ! ସିସିଟିଭି ଯାଂଚ୍ ସଂପର୍କରେ ନିରବ ଓପିଏସସି। ଓପିଏସସିର ଏଏସଓ ପରୀକ୍ଷାରେ ବଡ଼ ଘୋଟାଲା ସନ୍ଦେହ।

Advertisment

Opsc Odisha Job Scam Aso
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe