ସଙ୍କଟର ସାଥି ଓଟିଭି

ସେ କୋଭିଡ ହେଉ କି ବନ୍ୟା ସବୁବେଳେ ଓଡ଼ିଶାବାସୀଙ୍କ ସହ ଠିଆହୋଇଛି ଓଟିଭି। କେବଳ ଯେ ସାଧାରଣ ଜନତାଙ୍କ ଅସୁବିଧାକୁ ସରକାରଙ୍କ ପାଖରେ ପହଂଚାଇବା ତା ନୁହେଁ ବରଂ ଅନେକ ସମୟରେ ନିଜେ ମଧ୍ୟ ସହାୟତାର ହାତ ବଢ଼ାଇଛି ଓଟିଭି।