Advertisment

ସଙ୍କଟର ସାଥି ଓଟିଭି

ସେ କୋଭିଡ ହେଉ କି ବନ୍ୟା ସବୁବେଳେ ଓଡ଼ିଶାବାସୀଙ୍କ ସହ ଠିଆହୋଇଛି ଓଟିଭି। କେବଳ ଯେ ସାଧାରଣ ଜନତାଙ୍କ ଅସୁବିଧାକୁ ସରକାରଙ୍କ ପାଖରେ ପହଂଚାଇବା ତା ନୁହେଁ ବରଂ ଅନେକ ସମୟରେ ନିଜେ ମଧ୍ୟ ସହାୟତାର ହାତ ବଢ଼ାଇଛି ଓଟିଭି।

author-image
Sonali Kabi
ଅଦ୍ୟତନ ହୋଇଛି
ସଙ୍କଟର ସାଥି ଓଟିଭି

otv care

ସେ କୋଭିଡ ହେଉ କି ବନ୍ୟା ସବୁବେଳେ ଓଡ଼ିଶାବାସୀଙ୍କ ସହ ଠିଆହୋଇଛି ଓଟିଭି। କେବଳ ଯେ ସାଧାରଣ ଜନତାଙ୍କ ଅସୁବିଧାକୁ ସରକାରଙ୍କ ପାଖରେ ପହଂଚାଇବା ତା ନୁହେଁ ବରଂ ଅନେକ ସମୟରେ ନିଜେ ମଧ୍ୟ ସହାୟତାର ହାତ ବଢ଼ାଇଛି ଓଟିଭି।

Advertisment

FLOOD OTV Cares Relief