ଜମି ବିକ ନହେଲେ ବାଟ ବନ୍ଦ!

ଲୋକଙ୍କୁ ଜମି ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି ବିଲଡର୍‌। ଜମି ନହେଲେ ବାଟ ବନ୍ଦ କରିବାକୁ ଚାଲିଛି ଷଡ଼ଯନ୍ତ୍ର। ରେରା ଆଇନକୁ ବି ଖାତିର କରୁନାହାନ୍ତି ସବରେଜିଷ୍ଟ୍ରାର।