Advertisment

ଗାଡ଼ି ଚଳାଇବା ଏତେ ଝାମେଲା!

ରାସ୍ତାରେ ଗାଡ଼ି ଚଳାଇବା ଲାଗି ହଜାରେ ଝାମେଲା। ନୂଆ ଏମଭିଆଇ ଆକ୍ଟ ଲାଗୁ ହେବା ପରେ ଡିଏଲ, ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକ କାମ ଦାମ ଛାଡ଼ି ଲାଇନ୍ ଲଗାଉଥିଲେ। ନ ହେଲେ ଗଣିବାକୁ ପଡୁଥିଲା ମୋଟା ଜୋରିମାନା। ଏବେ ପୁଣି ସେଇ ସମସ୍ୟା। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାନ୍ତୁ ନହେଲେ ଫାଇନ୍ ଗଣନ୍ତୁ।

ଗାଡ଼ି ଚଳାଇବା ଏତେ ଝାମେଲା!

hsrp

Advertisment

ରାସ୍ତାରେ ଗାଡ଼ି ଚଳାଇବା ଲାଗି ହଜାରେ ଝାମେଲା। ନୂଆ ଏମଭିଆଇ ଆକ୍ଟ ଲାଗୁ ହେବା ପରେ ଡିଏଲ, ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକ କାମ ଦାମ ଛାଡ଼ି ଲାଇନ୍ ଲଗାଉଥିଲେ। ନ ହେଲେ ଗଣିବାକୁ ପଡୁଥିଲା ମୋଟା ଜୋରିମାନା। ଏବେ ପୁଣି ସେଇ ସମସ୍ୟା। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାନ୍ତୁ ନହେଲେ ଫାଇନ୍ ଗଣନ୍ତୁ।

Advertisment

Vehicle Checking Hsrp High Security Number Plate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe