Advertisment

‘ଚଣା’ ବିକୁଛନ୍ତି ପଦ୍ମଶ୍ରୀ ହଳଧର ନାଗ

ଚଣା ବିକୁଛନ୍ତି ପଦ୍ମଶ୍ରୀ ହଳଧର ନାଗ୍। ଓଡ଼ିଶାର ଗର୍ବ ଗୌରବ, ହେଲେ ଭୁଲିନାହାନ୍ତି ସାଧାରଣ ରହଣି। ପ୍ରତିବର୍ଷ ରଥଯାତ୍ରରେ ବିକ୍ରି କରନ୍ତି ଚଣା। ସରକାର ଦେଉଥିବା ଟଙ୍କା ଦାନ କରିଦିଅନ୍ତି ହଳଧର ନାଗ୍।

author-image
Debendra Prusty
‘ଚଣା’ ବିକୁଛନ୍ତି ପଦ୍ମଶ୍ରୀ ହଳଧର ନାଗ

haladhar

ଚଣା ବିକୁଛନ୍ତି ପଦ୍ମଶ୍ରୀ ହଳଧର ନାଗ୍। ଓଡ଼ିଶାର ଗର୍ବ ଗୌରବ, ହେଲେ ଭୁଲିନାହାନ୍ତି ସାଧାରଣ ରହଣି। ପ୍ରତିବର୍ଷ ରଥଯାତ୍ରରେ ବିକ୍ରି କରନ୍ତି ଚଣା। ସରକାର ଦେଉଥିବା ଟଙ୍କା ଦାନ କରିଦିଅନ୍ତି ହଳଧର ନାଗ୍।

Advertisment

Selling Chana Padma Shree Haladhar Nag