/odisha-reporter/media/post_attachments/uploads/2022/11/purohit-1.jpg)
purohit
ଉପ-ନିର୍ବାଚନର ଉଷ୍ଣତାଠାରୁ ଅଧିକ ହେଲାଣି ଚାଷୀଙ୍କ ପ୍ରତିବାଦର ଟେମ୍ପରେଚର। ଇନପୁଟ ସବସିଡି, ବୀମା ଟଙ୍କା ଏବଂ ମଣ୍ଡି ସମସ୍ୟାର ସମାଧାନ ଦାବିରେ ଅନ୍ଦୋଳନରତ ରାଜବୋଡ଼ାସମ୍ୱର କୃଷକ ସଂଗଠନ ଏବେ ନେତାଙ୍କ ଚିନ୍ତାର କାରଣ ପାଲଟିଛନ୍ତି। ଏଠାରେ ଚାଷୀଙ୍କର ବଡ଼ ଭୋଟ ବ୍ୟାଙ୍କ ଥିବାରୁ ସମସ୍ତେ ଏବେ ଚାଷୀଙ୍କ ପାଖକୁ ଧାଉଁଛନ୍ତି। ସେପଟେ ଏମାନଙ୍କ ଅନ୍ଦୋଳନରେ ପୂର୍ବରୁ ଜଡ଼ିତ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀଙ୍କ କଥା ରଖି ନାମାଙ୍କନ ନ ଭରିବା ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
