Advertisment

ଚାଷୀଙ୍କ ହାତରେ ପଦ୍ମପୁର ଚାବି

ଉପ-ନିର୍ବାଚନର ଉଷ୍ଣତାଠାରୁ ଅଧିକ ହେଲାଣି ଚାଷୀଙ୍କ ପ୍ରତିବାଦର ଟେମ୍ପରେଚର। ଇନପୁଟ ସବସିଡି, ବୀମା ଟଙ୍କା ଏବଂ ମଣ୍ଡି ସମସ୍ୟାର ସମାଧାନ ଦାବିରେ ଅନ୍ଦୋଳନରତ ରାଜବୋଡ଼ାସମ୍ୱର କୃଷକ ସଂଗଠନ ଏବେ ନେତାଙ୍କ ଚିନ୍ତାର କାରଣ ପାଲଟିଛନ୍ତି। ଏଠାରେ ଚାଷୀଙ୍କର ବଡ଼ ଭୋଟ ବ୍ୟାଙ୍କ ଥିବାରୁ ସମସ୍ତେ ଏବେ ଚାଷୀଙ୍କ ପାଖକୁ ଧାଉଁଛନ୍ତି। ସେପଟେ ଏମାନଙ୍କ ଅନ୍ଦୋଳନରେ ପୂର୍ବରୁ ଜଡ଼ିତ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀଙ୍କ କଥା ରଖି ନାମାଙ୍କନ ନ ଭରିବା ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ […]

ଚାଷୀଙ୍କ ହାତରେ ପଦ୍ମପୁର ଚାବି

purohit

Advertisment

ଉପ-ନିର୍ବାଚନର ଉଷ୍ଣତାଠାରୁ ଅଧିକ ହେଲାଣି ଚାଷୀଙ୍କ ପ୍ରତିବାଦର ଟେମ୍ପରେଚର। ଇନପୁଟ ସବସିଡି, ବୀମା ଟଙ୍କା ଏବଂ ମଣ୍ଡି ସମସ୍ୟାର ସମାଧାନ ଦାବିରେ ଅନ୍ଦୋଳନରତ ରାଜବୋଡ଼ାସମ୍ୱର କୃଷକ ସଂଗଠନ ଏବେ ନେତାଙ୍କ ଚିନ୍ତାର କାରଣ ପାଲଟିଛନ୍ତି। ଏଠାରେ ଚାଷୀଙ୍କର ବଡ଼ ଭୋଟ ବ୍ୟାଙ୍କ ଥିବାରୁ ସମସ୍ତେ ଏବେ ଚାଷୀଙ୍କ ପାଖକୁ ଧାଉଁଛନ୍ତି। ସେପଟେ ଏମାନଙ୍କ ଅନ୍ଦୋଳନରେ ପୂର୍ବରୁ ଜଡ଼ିତ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀଙ୍କ କଥା ରଖି ନାମାଙ୍କନ ନ ଭରିବା ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।

Advertisment

Padmapur Farmers Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe