padmapur
Advertisment
ଏବେ ବରଗଡ଼ରେ ରୀତା ବନାମ ସୁଶାନ୍ତ ଲଢ଼େଇ ଚାଲିଛି। ପଦ୍ମପୁର ଦଳୀୟ ପ୍ରାର୍ଥୀ ଚୟନ ନେଇ ଏ ଦୁଇ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠୁଛି ଏହି ଲଢ଼େଇ ସୃଷ୍ଟି କରିବନି ତ ବିଜେଡି ପାଇଁ ପଦ୍ମପୁରର ରାଜୁ ଦାସ? ଏମିତି ହେଲେ ପଦ୍ମପୁରରେ ଶକ୍ତିଶାଳୀ ବିଜେପି ନେଇପାରେ ଫାଇଦା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/padmapur-4.jpg)