/odisha-reporter/media/post_attachments/uploads/2022/09/cricket-3.jpg)
cricket
ବୁଧବାର ଦୁବାଇ ଠାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ ହୋଇଥିବା ବେଳେ ପାକିସ୍ତାନ ବିଜୟ ହାସଲ କରିଥିଲା। ତେବେ ମ୍ୟାଚ ଜିତିବାର କିଛି ସମୟ ପରେ ହିଁ ଆରମ୍ଭ ହୋଇଯାଇଥିଲା ଏମିତି କିଛି ଝଗଡ଼ା। ପାକିସ୍ତାନ ଫ୍ୟାନ ମାନଙ୍କୁ ଗୁଡ଼ାଇ ତୁଡ଼ାଇ ପିଟିଥିଲେ ଆଫଗାନିସ୍ତାନ ଫ୍ୟାନ୍। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ କିପରି ପାକିସ୍ତାନୀ ଫ୍ୟାନ ପିଟୁଛନ୍ତି ଆଫଗାନିସ୍ତାନ ଫ୍ୟାନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
