Advertisment

ପାକିସ୍ତାନୀ ଫ୍ୟାନଙ୍କୁ ଗୁଡ଼ାଇ ତୁଡ଼ାଇ ମାଡ଼

ବୁଧବାର ଦୁବାଇ ଠାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ୍‌ ମ୍ୟାଚ ହୋଇଥିବା ବେଳେ ପାକିସ୍ତାନ ବିଜୟ ହାସଲ କରିଥିଲା। ତେବେ ମ୍ୟାଚ ଜିତିବାର କିଛି ସମୟ ପରେ ହିଁ ଆରମ୍ଭ ହୋଇଯାଇଥିଲା ଏମିତି କିଛି ଝଗଡ଼ା। ପାକିସ୍ତାନ ଫ୍ୟାନ ମାନଙ୍କୁ ଗୁଡ଼ାଇ ତୁଡ଼ାଇ ପିଟିଥିଲେ ଆଫଗାନିସ୍ତାନ ଫ୍ୟାନ୍‌। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ କିପରି ପାକିସ୍ତାନୀ ଫ୍ୟାନ ପିଟୁଛନ୍ତି ଆଫଗାନିସ୍ତାନ ଫ୍ୟାନ।

ପାକିସ୍ତାନୀ ଫ୍ୟାନଙ୍କୁ ଗୁଡ଼ାଇ ତୁଡ଼ାଇ ମାଡ଼

cricket

Advertisment

ବୁଧବାର ଦୁବାଇ ଠାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏସିଆ କପ୍‌ ମ୍ୟାଚ ହୋଇଥିବା ବେଳେ ପାକିସ୍ତାନ ବିଜୟ ହାସଲ କରିଥିଲା। ତେବେ ମ୍ୟାଚ ଜିତିବାର କିଛି ସମୟ ପରେ ହିଁ ଆରମ୍ଭ ହୋଇଯାଇଥିଲା ଏମିତି କିଛି ଝଗଡ଼ା। ପାକିସ୍ତାନ ଫ୍ୟାନ ମାନଙ୍କୁ ଗୁଡ଼ାଇ ତୁଡ଼ାଇ ପିଟିଥିଲେ ଆଫଗାନିସ୍ତାନ ଫ୍ୟାନ୍‌। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ କିପରି ପାକିସ୍ତାନୀ ଫ୍ୟାନ ପିଟୁଛନ୍ତି ଆଫଗାନିସ୍ତାନ ଫ୍ୟାନ।

Advertisment

Cricket Fan Afghanistan Cricket Pakistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe